ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ନକଲି ଡାକ୍ତର ଚିହ୍ନଟ ବ୍ୟବସ୍ଥା ସଂପର୍କରେ ଜଣାଅ

କଟକ : ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ କଣ ବ୍ୟବସ୍ଥା ରହିଛି? ଏ ଦିଗରେ ସରକାର ଏ ଯାଏ କି ପଦକ୍ଷେପ ଗ୍ରହଣ କରିଛନ୍ତି?

Read more