ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା, ୫ଲକ୍ଷ ଲେଖାଏର ବୀମା ଲାଗୁ

ପୁରୀରେ ରଥ ନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା । ପ୍ରତ୍ୟେକଙ୍କ ପାଇଁ ୫ଲକ୍ଷ ଲେଖାଏ ବୀମା ଲାଗୁ କରାଯାଇଛି । ୫ଟି ପର୍ଯ୍ୟାୟରେ କରାଯାଇଛି ବୀମା

Read more