ଫଟୋ ଉଠା ଛାଡ଼ି ନିଆଁରୁ ରୋଗୀଙ୍କୁ ଉଦ୍ଧାର କଲେ ଟିଭି କ୍ୟାମେରାମ୍ୟାନ

ଚେନ୍ନାଇ : ଗତକାଲି ଅପରାହ୍ଣରେ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର ସବିଶେଷ ଖବର ଓ ଫଟୋଚିତ୍ର ସଂଗ୍ରହ ପାଇଁ ସେଠାରେ

Read more