ଆଜି ମିଳିଲାନି ଇଣ୍ଟରନେଟ୍ ସେବା । ସମ୍ବଲପୁରରେ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୨ ଘଣ୍ଟା

ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୨ଘଣ୍ଟା । ଆଜି ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ମିଳିବ ବୋଲି କୁହାଯାଉଥିଲା ।

Read more