ମହିଳା କ୍ରିକେଟର ରାଜଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କଲ୍ ରେକର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

କଟକ:  ମହିଳା କ୍ରିକେଟର ରାଜଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ସୂଚନା ଅନୁଯାୟୀ, ରାଜଶ୍ରୀଙ୍କ କଲ୍ ରେକର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

Read more