ଆଇପିଏଲ୍‌: ଦିଲ୍ଲୀଠୁ ହାରିଲା ପଞ୍ଜାବ

ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ରେ ପଞ୍ଚମ ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍‌ ଆଶାକୁ ଝୁଲାଇ ରଖିଛି। ଧର୍ମଶାଳାରେ ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ

Read more