ଶହ ଶହ ଲୋକଙ୍କ ମୃତ୍ୟୁ ପରେ ନଇଁଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନରେ କରିବେ ପରିବର୍ତ୍ତନ

ନୂଆଦିଲ୍ଳୀ, ୪/୧୨: ଇରାନରେ ହିଜାବ ବିରୋଧରେ ଦୁଇମାସରୁ ଲାଗିରହିଥିବା ଆନ୍ଦୋଳନରେ ଅନେକ ଲୋକଙ୍କ ପ୍ରାଣହାନି ହୋଇଛି। ଆଉ ଏବେ ଇରାନର ଇସଲାମିକ୍ ସରକାର ଲୋକଙ୍କ ଦାବି ଆଗରେ

Read more