ମେଡ଼ିକାଲ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଅପରେସନ ରୋଗୀ ବାରଣ୍ଡାରେ ପଡି ଛଟପଟ

ନୀଳଗିରି,୨୯/୧୦: ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଛି ବିକଳ ଚିତ୍ର। ଜନ୍ମ ନିୟନ୍ତ୍ରଣ ପାଇଁ ଆସିଥିବା ଶତାଧିକ ମହିଳାଙ୍କ ପାଇଁ ନାହିଁ କ୍ୟାମ୍ପର୍ ବ୍ୟବସ୍ଥା।

Read more