ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଇପାରିବ କି ? ଗୁଜୁରାଟ ସରକାର କରୁଛନ୍ତି ବିଚାର

ମେହସାନା: ସମ୍ବିଧାନର ପରିସର ଭିତରେ ରହି ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଇପାରିବ କି ? ଏ ନେଇ ବିଚାର ଆରମ୍ଭ କରିଦେଇଛନ୍ତି  ଗୁଜୁରାଟ

Read more