ଉତ୍ତରପ୍ରଦେଶରୁ ଗିରଫ ହେଲା ପାକିସ୍ତାନୀ ଗୁପ୍ତଚର ମହମ୍ମଦ ରଇସ୍

ଲକ୍ଷ୍ନୌ : ରବିବାର ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା ମିଳିଛି । ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗୋଣ୍ଡା ଜିଲ୍ଲାର ବାସିନ୍ଦା ମହମ୍ମଦ ରଇସକୁ ଏଟିଏସ୍

Read more