ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ପାର୍କିଙ୍ଗ୍‌ କକ୍ଷପଥକୁ ନେଲା ‘ଇସ୍ରୋ’; ଲ୍ୟାଣ୍ଡ୍‌ର ଓ ରୋଭର୍‌ ପୃଥକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

ବେଙ୍ଗାଲୁରୁ: ଆଜି ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଚନ୍ଦ୍ର ଶେଷ ତଥା ପାର୍କିଙ୍ଗ୍‌ କକ୍ଷପଥକୁ ନିଆଯାଇଥିବା କଥା ଟୁଇଟ୍‌ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା

Read more