ତାମିଲନାଡୁରେ ‘ଅମୂଲ’-‘ଆୱିନ୍‌’ ବିବାଦ; ହସ୍ତକ୍ଷେପ କରିବାକୁ ଅମିତ ଶାହଙ୍କୁ ପ୍ରତ ଲେଖିଲେ ଷ୍ଟାଲିନ୍‌

ଚେନ୍ନାଇ: କର୍ଣ୍ଣାଟକ ନିର୍ବାଚନ ବେଳେ ‘ଅମୂଲ’ ଓ ‘ନନ୍ଦିନୀ’ ମଧ୍ୟରେ ବିବାଦ ପ୍ରମୁଖ ଆଲୋଚନାର ବିଷୟ ହୋଇଥିବା ବେଳେ ସମ୍ପ୍ରତି ତାମିଲନାଡୁରେ ‘ଅମୂଲ’ ଓ ‘ ଆୱିନ୍‌’

Read more