ଇଣ୍ଡିଆନ ଓମେନ୍ସ ଲିଗ୍ ୨ : ଛତିଶଗଡ଼ର କ୍ଲବକୁ ପରାସ୍ତ କରି ଫାଇନାଲ ରାଉଣ୍ଡରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ

କୋଲକାତା: କୋଲକାତାର ଅମଲ ଦତ୍ତ କ୍ରୀଡ଼ାଙ୍ଗନଠାରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ ୨-୦ ଗୋଲରେ ଛତିଶଗଡ଼ର ଏମଜିଏମ ଆମ୍ବୁସ୍ କ୍ଲବକୁ ପରାସ୍ତ କରିଛି।

Read more