‘ଜାଗା ମିସନ୍‌’କୁ ଜାଗା ଅଡ଼ୁଆ: ପୂର୍ତ୍ତ ବିଭାଗ ଜମିରେ ୨୨ ବସ୍ତି, ବିଏମ୍‌ସି ନାମରେ କରିବାକୁ ଚିଠି

ଭୁବନେଶ୍ବର: ବିବାଦ ଜାଗା ମିସନ୍‌ର ପିଛା ଛାଡ଼ୁନି। କେଉଁଠି ବସ୍ତି କଲ୍ୟାଣ ସଂଘ (ଏସ୍‌ଡିଏ) ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟି ଦେଉଛି ତ କେଉଁଠି ହାତଗୁଞ୍ଜା

Read more