ଆଜିଠୁ ୩ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ସର୍ବସାଧାରଣ ଦର୍ଶନ ମନା

ପୁରୀ ୨୮।୦୮: ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ପାଇଛନ୍ତି । ପ୍ରତିଦିନ ହଜାର ହଜାର ଭକ୍ତ ଏହାର ସୁଯୋଗ ନେଉଛନ୍ତି

Read more