ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ୍‌, ୧୦ % ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ ଓ ଅର୍ଚ୍ଚନା

୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ ଓ ଅର୍ଚ୍ଚନା । ପୂରା ସିଣ୍ଡିକେଟରେ ଜଗବନ୍ଧୁର ସାଙ୍ଗ ଖଗେଶ୍ୱର ଓ ଭାଇ ରହିଛନ୍ତି ।

Read more