ଓଡିଶାରେ ତିଆରି ହେବ ଜାହାଜ

ପାରାଦୀପ,୧୯/୦୪: ପାରାଦୀପରେ ନିର୍ମାଣ ହେବ ଜାହାଜ । ସୋମବାର ପ୍ରଥମ ପର୍ଯ୍ୟାୟରେ ଏକ ପାଇଲଟ୍‌ ଜାହାଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍‌ ହାରନାଦ୍‌

Read more