ଯାଜପୁରରେ ମତଦାନ ବେଳେ ଉତ୍ତେଜନା : ବିଡିଓଙ୍କୁ ଦୁର୍ବ୍ୟବହାର, ୬ ବୁଥରେ ଭୋଟିଂ ବନ୍ଦ

ଯାଜପୁର/ଯାଜପୁର ରୋଡ୍, ୨୦/୦୨ : ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଳେ ସୁଚାର ରୂପେ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଭୋଟଦାନ

Read more