ଟ୍ରକ୍‌ ଚୋରି ରାକେଟ୍‌ରେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି!

ଟ୍ରକ୍‌ ଚୋରି ରାକେଟ୍‌ରେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ଵଜିତ ରାଉତ! ପୁଲିସ ତାଙ୍କ ସହିତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Read more