କାଶ୍ମୀରରେ ଭାଙ୍ଗିଲା ୭୫ ବର୍ଷର ରେକର୍ଡ, ୨୦୨୨ରେ ପହଞ୍ଚିଲେ ୧.୬୨ କୋଟି ପର୍ଯ୍ୟଟକ

ନୂଆଦିଲ୍ଳୀ ୦୭।୧୦: ଚଳିତ ବର୍ଷ ଜାମ୍ମୁ କାଶ୍ମୀରର ରେକର୍ଡ ଭାଙ୍ଗିଛି । ୧.୬୨ କୋଟି ପର୍ଯ୍ୟଟକ ଜାମ୍ମୁ କାଶ୍ମୀର ପରିଦର୍ଶନ କରିଛନ୍ତି। ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ ହୋଇଛି।

Read more