ଏଲ୍‌ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ, ସେନା ଗୁଳିରେ ଜଣେ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର: ଜାମ୍ମୁକାଶ୍ମୀରରେ ବିଏସଏଫ-ଆତଙ୍କବାଦୀ ମୁହାମୁହିଁ ହୋଇଛନ୍ତି । ଭାରତୀୟ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଅନ୍ୟଜଣକୁ ଗିରଫ କରିଛି ସୁରକ୍ଷାକର୍ମୀ । ଜାମ୍ମୁକାଶ୍ମୀର

Read more