ଜନ କୀ ବାତ୍ ସର୍ଭେ : ଲକଡାନ ପଦକ୍ଷେପରେ ଓଡିଶା ସରକାର ଆଗୁଆ, ୮୫ % ରାଜ୍ୟବାସୀଙ୍କ ସମର୍ଥନ

ଭୁବନେଶ୍ୱର, ୧୩/୦୪: ଲକଡାଉନ ପାଳନରେ ଓଡିଶା ଲୋକେ ସାରାଦେଶରେ ଆଗୁଆ । ସରକାରଙ୍କ ଲକଡାଉନକୁ ନେଇ ରାଜ୍ୟର ୮୫ ପ୍ରତିଶତ ଲୋକ ସରକାରଙ୍କ ଉପରେ ସନ୍ତୁଷ୍ଟ ।

Read more