ବିଜାପୁରରେ ଯବାନ ଓ ମାଓବାଦୀ ମୁହାଁମୁହିଁ: ବୋମା ଶବ୍ଦରେ ଥରହର ହେଲା ଅଞ୍ଚଳ

ବିଜାପୁର: ଛତିଶଗଡର ବିଜାପୁର ସୁକୁମା ସୀମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମୁର୍କାପାଲ ଜଙ୍ଗଲରେ କୋବ୍ରା ଯବାନ ଓ ଏସଟିଏଫ ଯବାନ କମ୍ବିଂ ଅପରେସନ୍ କରୁଥିବା

Read more