ସଡ଼କ ଦୁର୍ଘଟଣାରେ ଯବାନ ମୃତ, ଭାଇରାଲ ହେଉଛି ମୃତ୍ୟୁର ୧୦ ମିନିଟ୍ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ

ସୋରଡା  : କାର୍ଗିଲ ସହିଦ ଦିବସରେ ଯବାନଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି

Read more