ଜାମ୍ମୁ ଓ କାଶ୍ମୀରରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୫ ଯବାନଙ୍କ ସମେତ ଓଡ଼ିଆ ପୁଅ ସହିଦ

ଜମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ସହିଦ୍‌ ଯବାନ ଦେବାଶିଷ ବିଶ୍ୱାଳଙ୍କ ଘର ପୁରୀ ଜିଲ୍ଲାରେ । ସତ୍ୟବାଦୀ ବ୍ଳକ୍‌ ଅଳଗୁମ

Read more