ମାରିୟୁପୋଲରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି, ହେଲେ ଲୁଚାଉଛି ଋଷ:ଜେଲନସ୍କି

କିଭ୍ ୦୭/୦୪: ଋଷ ଉପରେ ବର୍ଷିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ସେ କହିଛନ୍ତି ମାରିୟୁପୋଲରେ ନିହତ ହୋଇଥିବା ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଇଛି

Read more