ଦୀର୍ଘାୟୁ କାମନା କରି ପାଳନ ହେଲା ପୁଅ ଜିଉନ୍ତିଆ ଓଷା

ବଲାଙ୍ଗୀର ୧୮/୦୯: ପିଲାମାନଙ୍କର ମଙ୍ଗଳ ମନାସି ମା ସବୁବେଳେ ଭଗବାନଙ୍କ ପାଖପେ ପ୍ରାର୍ଥନା କରେ। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ଏକ ନିଆରା ପରମ୍ପରା ପୁଅ ଜିଉଁତିଆ ପର୍ବ

Read more