ନର୍କ ଆଡ଼କୁ ଯାଉଛି ଆମ ଦେଶ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଇଡେନ୍‌ର ପ୍ରଶାସନ ଆମେରିକାକୁ ଧ୍ୱଂଶ କରୁଛି ବୋଲି ଟ୍ରମ୍ପ କହିଛନ୍ତି।

Read more