ଆଜି ୨ ଦିନିଆ ଓଡିଶା ଗସ୍ତରେ ଜେପି ନଡ୍ଡା

ଭୁବନେଶ୍ୱର  :  ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିନ ପ୍ରାୟ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ

Read more