ମିଳିଲା ଜେପି ନଡ୍ଡାଙ୍କ ଚୋରି ଫର୍ଚୁନର କାର, ଅଭିଯୁକ୍ତମାନେ ୧୫ ଦିନରେ ୯ ସହର ବୁଲୁଥିଲେ

ଲକ୍ଷ୍ନୌ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଚୋରି କାରକୁ ୧୫ ଦିନ ମଧ୍ୟରେ ପୋଲିସ ଉଦ୍ଧାର କରିଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି।

Read more