ସିନେମା ଜଙ୍ଗଲ କ୍ରାଏ ଏବେ ଓସ୍କାର ଦୌଡ଼ରେ

ଓସ୍କାର ଦୌଡ଼ରେ ଜଙ୍ଗଲ କ୍ରାଏ। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ କିସ୍‌ର ଆଦିବାସୀ ଛାତ୍ରଙ୍କ ସାହସିକ ଯାତ୍ରାର ସତ ଘଟଣା ଉପରେ ସିନେମା ଜଙ୍ଗଲ କ୍ରାଏ।

Read more