ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସାରା ଓଡିଶାରେ ପ୍ରତିବାଦ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା, FIR ନ ରଖିବା ଏବଂ ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ବିକ୍ଷୋଭ କରିଛି।

Read more