କାଲିଫର୍ନିଆ ବିଚରେ ନଜର ଆସିଲା ବିଶାଳକାୟ ସନଫିସ୍, ଗୋଟିଏ ଥରରେ ୩୦ କୋଟି ଅଣ୍ଡା ଦିଏ

ନୂଆଦିଲ୍ଲୀ ୧୫/୧୨: ଆମେରିକାର କାଲିଫର୍ନିଆର ଲାଗୁନା ବିଚରେ ଏକ ପ୍ୟାଡେଲବୋର୍ଡର୍ସ ବିଶାଳ ସନଫିସ୍ ଦେଖିଛନ୍ତି। ମାଛର ପ୍ରକୃତ ଲମ୍ବ ଜଣା ନାହିଁ, କିନ୍ତୁ ପ୍ୟାଡଲବୋର୍ଡର ଲମ୍ବ ୧୪ ଫୁଟ।

Read more