ପରଲୋକରେ କମଳା ଦାସ: ଶଙ୍ଖାରୀରେ ହେଲା ଶେଷକୃତ୍ୟ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡା. କମଳା ଦାସଙ୍କର ଗୁରୁବାର ରାତି ସାଢ଼େ ୧୨ଟା ବେଳେ ପରଲୋକ ହୋଇଯାଇଛି।

Read more