କାଶ୍ମୀର ଫାଇଲ୍ସ ଟିପ୍ପଣୀରୁ ନିଜକୁ ଦୂରେଇ ନେଲା ଜୁରୀ ବୋର୍ଡ, ସଦସ୍ୟ କହିଲେ ଏହା ନଦାବଙ୍କ ନିଜସ୍ବ ମନ୍ତବ୍ୟ

ମୁମ୍ବାଇ: ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଫିଲ୍ମ କାଶ୍ମୀର ଫାଇଲ୍ସକୁ ନେଇ ନାଦବ ଲାପିଡ୍ ଦେଇଥିବା ଟିପ୍ପଣୀ ଉପରେ ଜୁରୀ ବୋର୍ଡ ମୁହଁ ଖୋଲିଛି ।

Read more