ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ସେ ଭଲ ଭାବରେ ବୁଝାଇ ପାରିବେ : କସ୍ତୁରୀ ମିଶ୍ର

ଭୁବନେଶ୍ୱର: ଶାସନ ଓ କ୍ଷମତାର ମୋହରେ ବୁଡି ରହିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ୱୀକାର କରିବା ପାଇଁ

Read more