୨୦ରେ ହେବ ଭିକି-କ୍ୟାଟ୍ରିନାଙ୍କ ୱେଡିଂ ରିସେପ୍ସନ୍

ନୂଆଦିଲ୍ଲୀ ୧୬/୧୨: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ହନିମୁନ୍‌ରୁ ମୁମ୍ବାଇ ଫେରିଛନ୍ତି। ଦୁହେଁ ଡିସେମ୍ବର ୯ ରେ ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିଥିଲେ।

Read more