ରଥ ବିବାଦ : କେନ୍ଦୁଝର ରାଜା କହିଲେ- ଆମ ରଥ ଏବେକାର ନୁହେଁ କି ଏହା ନୂତନ କରି ତିଆରି ହୋଇନାହିଁ

କେନ୍ଦୁଝର ୨୮।୬: କେନ୍ଦୁଝର ରଥ ବିଶ୍ଵର ସର୍ବବୃହତ୍ତ ରଥ । ଏହାକୁ ନେଇ ଦ୍ଵନ୍ଦ୍ବ କରିବା ଉଚିତ ନୁହେଁ ବୋଲି କେନ୍ଦୁଝର ରାଜା କହିଛନ୍ତି । ବିଶ୍ଵ ରେକର୍ଡଧାରୀ କେନ୍ଦୁଝର

Read more