ଏଥର ବି ଖଣ୍ଡଗିରି ମେଳାରେ ଦୁଲୁକିବନି ଯାତ୍ରା ପେଣ୍ଡାଲ

ଭୁବନେଶ୍ବର ୨୯।୧: ଏଥର ହେବନି ଖଣ୍ଡଗିରି ଯାତ୍ରା । ପୁଣି ବାଧକ ସାଜିଲା କରୋନା ମହାମାରୀ । ଖଣ୍ଡଗିରି ଯାତ୍ରା ପାଇଁ ଚଳିତ ଥର ଅନୁମତି ମିଳିନାହିଁ ।

Read more