ଖାରକିଭରେ ଥମୁନି ଋଷର ଘନଘନ ଆକ୍ରମଣ : ବଢିଲା ପାଣି ଓ ବିଜୁଳି ସଙ୍କଟ

ନୂଆଦିଲ୍ଲୀ, ୧୩|୦୯ : ୟୁକ୍ରେନ୍‌ର ଖାର୍‌କିଭ୍‌ ଅଞ୍ଚଳରେ ରୁଷ ପୁଣି ସାନି ଏୟାରଷ୍ଟ୍ରାଇକ୍‌ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି ।

Read more