ଖେଲୋ ଇଣ୍ଡିଆରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ପଦକ ଜିତିଲେ କୋରାପୁଟ ଝିଅ

ଭୁବନେଶ୍ୱର, କୋରାପୁଟ ଜିଲ୍ଲାର ଆଦିବାସୀ ଝିଅ ପ୍ରମିଳା କିର୍ସାନୀ । ଦୌଡ, କୁଦ, ଡିସ୍କସ ନ ହେଲେ ସଟ ପୁଟ ଫିଙ୍ଗିବା ଥିଲା ତାଙ୍କର ଲକ୍ଷ୍ୟ ।

Read more