ଓଡ଼ିଶାରେ ପ୍ରଥମକିମ୍‍ସରେ ୩ ଦିନର ଶିଶୁଠାରେ ବିରଳ ହୃଦ୍‍-ଅସ୍ତ୍ରୋପଚାର

ଭୁବନେଶ୍ୱର, ୩୧।୩ : ମାତ୍ର ୩ ଦିନର ଶିଶୁର ହୃଦ୍‍ ଅସ୍ତ୍ରୋପଚାର କରି ଶିଶୁକୁ ନୂତନ ଜୀବନ ପ୍ରଦାନ କରିଛନ୍ତି କିମ୍‍ସର ହୃଦ୍‍ଶଲ୍ୟ ବିଶେଷଜ୍ଞ। ଶିଶୁଟି ରକ୍ତଚାପ

Read more