ସାଂସଦ ଅପରାଜିତାଙ୍କ ଅଭିଯୋଗ : ଭୁବନେଶ୍ବରରେ ୩୯ଟି ଜମି କିଣିଛନ୍ତି କିରୁଥିକା ପ୍ରଭାକରନ୍‌, ଓଡ଼ିଶାର ଚାଷୀ କୁଆଡେ ଯିବେ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜଣେ ବ୍ୟକ୍ତି ୩୯ଟି ପ୍ଲଟ କିଣିଥିବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂଗୀନ ଅଭିଯୋଗ ଆଣିଛନ୍ତି।

Read more