କିଟ୍‌ରେ ଉଦ୍‌ଯାପିତ ହେଲା ୭୦ ତମ ବରିଷ୍ଠ ଜାତୀୟ ଭଲିବଲ୍‌ ଚାମ୍ପିଅନସିପ୍

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୭୦ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନ୍ସିପ ଉଦଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ହରିୟାଣା ଟିମ୍ ହୋଇଛି ଚାମ୍ପିଅନ୍ ।

Read more