କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ, ଆସନ୍ତୁ ଜାଣିବା…

ଓଡ଼ିଆଣୀର ବାର ମାସରେ ତେର ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଏ । ଏହି ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରଥାନ୍ତି।

Read more