ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେବେ ମହାପ୍ରଭୁ, ସମସ୍ତ ପ୍ରସ୍ତୁତି ଶେଷ, ଜାଣନ୍ତୁ କେତେବେଳେ ହେବ କୋରାପୁଟ ରଥଯାତ୍ରା

ଇଏ ଲୀଳାମୟ ଠାକୁର । କେଉଁଠି କେମିତି ଲୀଳାଖେଳା କରିଛନ୍ତି ତାର ହିସାବ ନାହିଁ । ସେହିଭଳି କୋରାପୁଟ ଶାବର ଶ୍ରୀକ୍ଷେତ୍ରକୁ ପବିତ୍ର କରିଛନ୍ତି ମହାବାହୁ ।

Read more