କୋଟିଆ ଅଂଚଳ ପ୍ରତି ରାଜ୍ୟ ସରକାରଙ୍କ ଏତେ ନିଷ୍କ୍ରିୟତା କ’ଣ ପାଇଁ ?: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୧/୦୭: କୋରାପୁଟ ଜିଲ୍ଲା କୋଟିଆ ଅଂଚଳକୁ ଓଡ଼ିଶା ସରକାରଙ୍କ ନିଷ୍କ୍ରିୟତା କାରଣରୁ ଆନ୍ଧ୍ର ସରକାର ଜବରଦଖଲ କରୁଛି । ଏନେଇ ରାଜ୍ୟ ସରକାର କୌଣସି ତତ୍‌ପରତା

Read more