ବିବାଦୀୟ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ପାଳନ: ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର/ସମ୍ୱଲପୁର: ବିବାଦୀୟ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ । ୨୧ ଦଫା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ

Read more