‘ମିସ୍ ୱାର୍ଲ୍ଡ-୨୦୨୪’ ହେଲେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା

ମିସ୍ ୱାର୍ଲ୍ଡ-୨୦୨୪ ଘୋଷଣା କରାଯାଇଛି। ମିସ୍ ଚେକ୍ ରିପବ୍ଲିକ୍ କ୍ରିଷ୍ଟିନା ପିଜକୋଭା ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି। ଏଥର ମିସ୍ ୱାର୍ଲ୍ଡରେ ନିରାଶ ହୋଇଛି ଭାରତ ।

Read more