“ଜ୍ୱିଗାଟୋ” ଚଳଚ୍ଚିତ୍ରରେ ଅଭିନୟ କରିଥିବା ୟୁବିକାଙ୍କୁ ସମ୍ବର୍ଦ୍ଧନା

ସତ୍ୟଦ୍ରଷ୍ଟା(ଭୁବନେଶ୍ୱର): ବଲିଉଡ ଚଳଚ୍ଚିତ୍ର “ଜ୍ୱିଗାଟୋ”ରେ ଅଭିନୟ କରି ବେଶ୍ ପ୍ରଶଂସାଲାଭ କରିଥିବା ଶିଶୁ କଳାକାର ୟୁବିକା ବ୍ରହ୍ମାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧିତ କରାଯାଇଛି ।

Read more